ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରବାସୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଇଣ୍ଟରଫେସ୍ ହୋଇଛି। ଆଜି ନିଜ ସଂସଦୀୟ କ୍ଷେତ୍ରର ଭୋଟରଙ୍କ ସହିତ ଆଲୋଚନା କରି ସମସ୍ୟା ଶୁଣିଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ୪୨ଟି ପ୍ରୋଜେକ୍ଟ ପାଇଁ ଏହି ବୈଠକରେ ଭୁବନେଶ୍ୱର ବାସିନ୍ଦା ପ୍ରସ୍ତାବ ଦେଇଛନ୍ତି। ଖୁବ୍ ଶୀଘ୍ର ଏହି ପ୍ରସ୍ତାବ ଗୁଡ଼ିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।
ବିଭିନ୍ନ ସମୟରେ ଲୋକଙ୍କ ସହ ଆଲୋଚନା କରି ମତାମତ ନେଉଛନ୍ତି। ସମସ୍ୟା ସମାଧାନ ସହିତ ଲୋକଙ୍କ ଆବଶ୍ୟକତା ବୁଝିଛନ୍ତି। କେମିତି ସରକାରଙ୍କ ପାଖରେ ସମସ୍ୟାକୁ ନଜରକୁ ଅଣାଯିବ, ତାହା ଏହି ଇଣ୍ଟରଫେସର ଲକ୍ଷ୍ୟ ବୋଲି ଅପରାଜିତା କହିଛନ୍ତି।
ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଆଜି ଦ୍ୱିତୀୟ ସିଟିଜେନ୍ ଇଣ୍ଟରଫେସ ହୋଇଛି। ଏଥିରେ ଏକାମ୍ର ବିଧାନସଭା ଅଞ୍ଚଳ ଓ ମଧ୍ୟ ଭୁବନେଶ୍ୱର ଅଞ୍ଚଳର ସମସ୍ତ ରେସିଡେଣ୍ଟ ୱେଲ୍ଫେୟାର ଆସୋସିଏସନ୍ର କର୍ମକର୍ତ୍ତାଗଣ ଅଂଶ ଗ୍ରହଣ କରିଥିଲେ। ଆଜି ବହୁତ ଭଲ ଭଲ ୪୨ଟି ପ୍ରସ୍ତାବ ପାଇଛି। ଭୁବନେଶ୍ୱର ଓ ଓଡ଼ିଶା ରାଜ୍ୟ ପାଇଁ ପାଇଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବଳରାମ ଯୋଜନା: ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ମିଳିବ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ରାଜ୍ୟ କୃଷି ବିଭାଗ ପକ୍ଷରୁ ଜାରି ସଂକଳ୍ପପତ୍ର ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୪ ଡିସେମ୍ବର ୬ତାରିଖରେ ଏକ ସର୍କୁଲାର ଜାରି କରି ବନ୍ଧକମୁକ୍ତ କୃଷି ଓ କୃଷିଜାତ କାର୍ଯ୍ୟ ନିମନ୍ତେ ଋଣ ପରମାଣକୁ ୧.୬୦ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
Politics
‘ଉତ୍କର୍ଷ ଓଡ଼ିଶା’ ଉଦଘାଟିତ୍: ନିବେଶକଙ୍କ ପାଖରେ ମୋଦି ସାଜିଲେ ଗ୍ୟାରେଣ୍ଟର, କହିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ବି କହିଛନ୍ତି ତାଙ୍କ ଡିଏନଏରେ ଅଛି ଓଡ଼ିଶା
ପୂର୍ବ ଭାରତକୁ ଦେଶର ବିକାଶର ଅଭିବୃଦ୍ଧି ଇଞ୍ଜିନ ଭାବେ ଅଭିହିତ କରି ମୋଦି କହିଛନ୍ତି ଯେ ଏଥିରେ ଓଡ଼ିଶାର ଏକ ବଡ଼ ଭୂମିକା ରହିଛି । ଇତିହାସ ସାକ୍ଷୀ ଅଛି, ପୂର୍ବ ଏସିଆରେ ହେଉଥିବା ବାଣିଜ୍ୟ କାରବାର ମୁଖ୍ୟ ସ୍ଥଳୀ ଓଡ଼ିଶା ଥିଲା । ଓଡ଼ିଶାର ପୁରୁଣା ବନ୍ଦର ଏକପ୍ରକାର ଭାରତର ଦ୍ୱାର ହେଉଥିଲା ।
Special
ଜାମୁଦଣ୍ଡାର ପ୍ରଥମ ଦୁଃଖ ଖରସ୍ରୋତା
ବେଳ ଥାଉ ଥାଉ ପ୍ରତିକାର ବ୍ୟବସ୍ଥା କରା ନଗଲେ ଆଗକୁ ଜାମୁଦଣ୍ଡା ଗ୍ରାମବାସୀଙ୍କ ପାଇଁ ବଡ଼ ବିପଦ ଦେଖାଦେଇପାରେ।
Guest Column
ବୁଦ୍ଧି ନଦିଶଇ ଘରକୁ: ଏଇଠି ଅଛି ଉତ୍କର୍ଷ ଓଡ଼ିଶା ପାଇଁ ପୁଞ୍ଜି
ପୁଞ୍ଜି ସଂଗ୍ରହ ପାଇଁ ନିଜସ୍ୱ ବ୍ୟବସ୍ଥା ଭିତରେ ଥିବା ସମସ୍ତ ଅଚଳନ୍ତି ସ୍ଥାବର ଓ ଅସ୍ଥାବର ସଂପତ୍ତି ବିକ୍ରି କରି ସରକାର ଗୋଟିଏ ବର୍ଷ ଭିତରେ ଅନେକ ପୁଞ୍ଜି ସଂଗ୍ରହ କରପାରିବେ। ପୁଞ୍ଜି ପାଇଁ ବାହାର ରାଜ୍ୟର ବା ବାହାର ପୁଞ୍ଜିପତିମାନଙ୍କ ଦ୍ୱାରସ୍ଥ ହେବା କମିଯିବ। ସରାକରୀ ପୁଞ୍ଜିରେ ଅନେକ ଉତ୍କର୍ଷତା ଉପଲବ୍ଧ ହେବ।
Events & Festivals
ଆସନ୍ତାକାଲିଠୁ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ: ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି, ୫ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱରର ଜନତା ମଇଦାନଠାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନ ୧୧ଟାରେ ଆନୁଷ୍ଠାନିକ ଉଦଘାଟନ କରିବେ।