"ଟଗର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
Rescuing 1 sources and tagging 0 as dead.) #IABot (v2.0.9.5 |
||
(୨ ଜଣ ବ୍ୟବହାରକାରୀଙ୍କ ଦ୍ୱାରା ହୋଇଥିବା ୨ଟି ମଝି ସଂସ୍କରଣ ଦେଖା ଯାଉନାହିଁ) | |||
୪୧ କ ଧାଡ଼ି: | ୪୧ କ ଧାଡ଼ି: | ||
}} |
}} |
||
}} |
}} |
||
|synonyms_ref = <ref>{{cite web|url=http://www.theplantlist.org/tpl/record/kew-200675|title=The Plant List: A Working List of All Plant Species}}</ref> |
|synonyms_ref = <ref>{{cite web|url=http://www.theplantlist.org/tpl/record/kew-200675|title=The Plant List: A Working List of All Plant Species|access-date=2015-09-27|archive-date=2018-11-23|archive-url=https://web.archive.org/web/20181123154212/http://www.theplantlist.org/tpl/record/kew-200675|url-status=dead}}</ref> |
||
|}} |
|}} |
||
ଟଗର ଏକ ଧଳା ଫୁଲ ଅଟେ । ଏହାର ବୈଜ୍ଞାନିକ ନାମ ହେଉଛି tabernaemontana divaricata । ଇଂରାଜୀରେ ଏହାକୁ ପିନହୁଇଲ ଫୁଲ ଓ କ୍ରେପ ଜସ୍ମିନ ବୋଲି କୁହାଯାଏ । ଏହା ପ୍ରମୁଖ ଦକ୍ଷିଣପୂର୍ବ ଏସିଆ ମହାଦେଶରେ ଦେଖଯାଏ ଯେଉଁଠି ଜଳବାୟୁ ଉଷ୍ମ ଥାଏ । ଏହି ଗଛର କାଣ୍ଡରୁ ଧଳା କ୍ଷୀର ଭଳି ତରଳ ପଦାର୍ଥ ବାହାରିଥାଏ,ତେଣୁ ଏହାକୁ ପଶ୍ଚିମବଙ୍ଗରେ କ୍ଷୀର ଫୁଲ ବୋଲି କୁହାଯାଏ । |
ଟଗର ଏକ ଧଳା ଫୁଲ ଅଟେ । ଏହାର ବୈଜ୍ଞାନିକ ନାମ ହେଉଛି tabernaemontana divaricata । ଇଂରାଜୀରେ ଏହାକୁ ପିନହୁଇଲ ଫୁଲ ଓ କ୍ରେପ ଜସ୍ମିନ ବୋଲି କୁହାଯାଏ । ଏହା ପ୍ରମୁଖ ଦକ୍ଷିଣପୂର୍ବ ଏସିଆ ମହାଦେଶରେ ଦେଖଯାଏ ଯେଉଁଠି ଜଳବାୟୁ ଉଷ୍ମ ଥାଏ । ଏହି ଗଛର କାଣ୍ଡରୁ ଧଳା କ୍ଷୀର ଭଳି ତରଳ ପଦାର୍ଥ ବାହାରିଥାଏ,ତେଣୁ ଏହାକୁ ପଶ୍ଚିମବଙ୍ଗରେ କ୍ଷୀର ଫୁଲ ବୋଲି କୁହାଯାଏ । |
||
୫୬ କ ଧାଡ଼ି: | ୫୬ କ ଧାଡ଼ି: | ||
* ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ । |
* ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ । |
||
* କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ । |
* କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ । |
||
* ନୂଆ |
* ନୂଆ କାଣ୍ଡଗୁଡ଼ିକ ଦାନ୍ତ ପାଇଁ ବହୁତ ଭଲ ଅଟେ ।<ref>''Ethnomedicinal Practices for Oral Health and Hygiene of Tribal Populations of Wayanad, Kerala'' Deepha K.C., Maji Jose, Vishnudas Prabhu ''International Journal of Research in Ayurveda and Pharmacy'', 2(4), 2011 pps.146-150.</ref> |
||
* ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ । |
* ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ । |
||
* ଅମ୍ବନ |
* ଅମ୍ବନ ଦ୍ୱିପରେ ଏହାର ଚେର ଦେହରେ ଚରି ଯାଇଥିବା ବିଷ ଓ ବୃକକ ଷ୍ଟୋନ ଦୂରୀକରଣ ପାଇଁ ବ୍ୟବହୃତ ହୁଏ । |
||
== ଆଧାର == |
== ଆଧାର == |
୦୮:୪୦, ୭ ନଭେମ୍ବର ୨୦୨୩ ହୋଇଥିବା ରିଭିଜନ
ଟଗର | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Gentianales |
କୁଳ: | Apocynaceae |
ଉପକୁଳ: | Rauvolfioideae |
ପ୍ରଜାତି: | Tabernaemontana |
ଜାତି: | T. divaricata |
ବାଇନୋମିଆଲ ନାମ | |
Tabernaemontana divaricata R.Br. ex Roem. & Schult.
| |
Synonyms[୧] | |
List
|
ଟଗର ଏକ ଧଳା ଫୁଲ ଅଟେ । ଏହାର ବୈଜ୍ଞାନିକ ନାମ ହେଉଛି tabernaemontana divaricata । ଇଂରାଜୀରେ ଏହାକୁ ପିନହୁଇଲ ଫୁଲ ଓ କ୍ରେପ ଜସ୍ମିନ ବୋଲି କୁହାଯାଏ । ଏହା ପ୍ରମୁଖ ଦକ୍ଷିଣପୂର୍ବ ଏସିଆ ମହାଦେଶରେ ଦେଖଯାଏ ଯେଉଁଠି ଜଳବାୟୁ ଉଷ୍ମ ଥାଏ । ଏହି ଗଛର କାଣ୍ଡରୁ ଧଳା କ୍ଷୀର ଭଳି ତରଳ ପଦାର୍ଥ ବାହାରିଥାଏ,ତେଣୁ ଏହାକୁ ପଶ୍ଚିମବଙ୍ଗରେ କ୍ଷୀର ଫୁଲ ବୋଲି କୁହାଯାଏ ।
ବିବରଣୀ
[ସମ୍ପାଦନା]ସାଧାରଣତଃ ଏହି ଗଛ ୫ରୁ ୬ ଫୁଟ ବଢିଥାଏ । ଏହାର ପତ୍ର ସବୁଜ ଅଟେ ଓ ପ୍ରାୟ ୬ ଇଞ୍ଚ ହୋଇଥାଏ । ଫୁଲରେ ୫ଟି ପାଖୁଡା ଥାଏ । ଏହି ଫୁଲ ବର୍ଷକ ବାର ମାସ ଫୁଟି ଥାଏ ।[୨]
-
Tabernaemontana divaricata 'Flore Pleno'
-
Tabernaemontana divaricata 'Pinwheel'
ଔଷୋଧୀୟ ଗୁଣ
[ସମ୍ପାଦନା]- ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ ।
- କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ ।
- ନୂଆ କାଣ୍ଡଗୁଡ଼ିକ ଦାନ୍ତ ପାଇଁ ବହୁତ ଭଲ ଅଟେ ।[୩]
- ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ ।
- ଅମ୍ବନ ଦ୍ୱିପରେ ଏହାର ଚେର ଦେହରେ ଚରି ଯାଇଥିବା ବିଷ ଓ ବୃକକ ଷ୍ଟୋନ ଦୂରୀକରଣ ପାଇଁ ବ୍ୟବହୃତ ହୁଏ ।
ଆଧାର
[ସମ୍ପାଦନା]- ↑ "The Plant List: A Working List of All Plant Species". Archived from the original on 2018-11-23. Retrieved 2015-09-27.
- ↑ The Royal Horticultural Society Dictionary of Gardening ed. Chittenden,Fred J. 2nd ed. by Synge,Patrick M. Volume IV : Pt-Zy, p.2074 (as T. coronaria). Pub. Oxford at the Clarendon Press 1965. Reprinted 1984. ISBN 0-19-869106-8
- ↑ Ethnomedicinal Practices for Oral Health and Hygiene of Tribal Populations of Wayanad, Kerala Deepha K.C., Maji Jose, Vishnudas Prabhu International Journal of Research in Ayurveda and Pharmacy, 2(4), 2011 pps.146-150.