"ଟଗର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
୫୮ କ ଧାଡ଼ି: | ୫୮ କ ଧାଡ଼ି: | ||
* ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ । |
* ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ । |
||
* କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ । |
* କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ । |
||
* ନୂଆ କାଣ୍ଡ ଗୁଡିକ ଦାନ୍ତ ପାଇଁ ବହୁତ ଭଲ ଅଟେ । |
* ନୂଆ କାଣ୍ଡ ଗୁଡିକ ଦାନ୍ତ ପାଇଁ ବହୁତ ଭଲ ଅଟେ ।<ref>''Ethnomedicinal Practices for Oral Health and Hygiene of Tribal Populations of Wayanad, Kerala'' Deepha K.C., Maji Jose, Vishnudas Prabhu ''International Journal of Research in Ayurveda and Pharmacy'', 2(4), 2011 pps.146-150.</ref> |
||
* ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ । |
* ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ । |
||
* ଅମ୍ବନ ଦ୍ଵିପରେ ଏହାର ଚେର ଦେହରେ ଚରି ଯାଇଥିବା ବିଷ ଓ ବୃକକ ଷ୍ଟୋନ ଦୂରୀକରଣ ପାଇଁ ବ୍ୟବହୃତ ହୁଏ । |
* ଅମ୍ବନ ଦ୍ଵିପରେ ଏହାର ଚେର ଦେହରେ ଚରି ଯାଇଥିବା ବିଷ ଓ ବୃକକ ଷ୍ଟୋନ ଦୂରୀକରଣ ପାଇଁ ବ୍ୟବହୃତ ହୁଏ । |
||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
୨୩:୨୫, ୨୭ ସେପ୍ଟେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଟଗର | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Gentianales |
କୁଳ: | Apocynaceae |
ଉପକୁଳ: | Rauvolfioideae |
ପ୍ରଜାତି: | Tabernaemontana |
ଜାତି: | T. divaricata |
ବାଇନୋମିଆଲ ନାମ | |
Tabernaemontana divaricata R.Br. ex Roem. & Schult.
| |
Synonyms[୧] | |
List
|
ଟଗର ଏକ ଧଳା ଫୁଲ ଅଟେ । ଏହାର ବୈଜ୍ଞାନିକ ନାମ ହେଉଛି tabernaemontana divaricata । ଇଂରାଜୀରେ ଏହାକୁ ପିନହୁଇଲ ଫୁଲ ଓ କ୍ରେପ ଜସ୍ମିନ ବୋଲି କୁହାଯାଏ । ଏହା ପ୍ରମୁଖ ଦକ୍ଷିଣପୂର୍ବ ଏସିଆ ମହାଦେଶରେ ଦେଖଯାଏ ଯେଉଁଠି ଜଳବାୟୁ ଉଷ୍ମ ଥାଏ । ଏହି ଗଛର କାଣ୍ଡରୁ ଧଳା କ୍ଷୀର ଭଳି ତରଳ ପଦାର୍ଥ ବାହାରିଥାଏ,ତେଣୁ ଏହାକୁ ପଶ୍ଚିମବଙ୍ଗରେ କ୍ଷୀର ଫୁଲ ବୋଲି କୁହାଯାଏ ।
ବିବରଣୀ
ସାଧାରଣତଃ ଏହି ଗଛ ୫ ରୁ ୬ ଫୁଟ ବଢିଥାଏ । ଏହାର ପତ୍ର ସବୁଜ ଅଟେ ଓ ପ୍ରାୟ ୬ ଇଞ୍ଚ ହୋଇଥାଏ । ଫୁଲରେ ୫ଟି ପାଖୁଡା ଥାଏ । ଏହି ଫୁଲ ବର୍ଷକ ବାର ମାସ ଫୁଟି ଥାଏ ।[୨]
-
Tabernaemontana divaricata 'Flore Pleno'
-
Tabernaemontana divaricata 'Pinwheel'
ଔଷୋଧୀୟ ଗୁଣ
- ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ ।
- କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ ।
- ନୂଆ କାଣ୍ଡ ଗୁଡିକ ଦାନ୍ତ ପାଇଁ ବହୁତ ଭଲ ଅଟେ ।[୩]
- ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ ।
- ଅମ୍ବନ ଦ୍ଵିପରେ ଏହାର ଚେର ଦେହରେ ଚରି ଯାଇଥିବା ବିଷ ଓ ବୃକକ ଷ୍ଟୋନ ଦୂରୀକରଣ ପାଇଁ ବ୍ୟବହୃତ ହୁଏ ।
ଆଧାର
- ↑ "The Plant List: A Working List of All Plant Species".
- ↑ The Royal Horticultural Society Dictionary of Gardening ed. Chittenden,Fred J. 2nd ed. by Synge,Patrick M. Volume IV : Pt-Zy, p.2074 (as T. coronaria). Pub. Oxford at the Clarendon Press 1965. Reprinted 1984. ISBN 0-19-869106-8
- ↑ Ethnomedicinal Practices for Oral Health and Hygiene of Tribal Populations of Wayanad, Kerala Deepha K.C., Maji Jose, Vishnudas Prabhu International Journal of Research in Ayurveda and Pharmacy, 2(4), 2011 pps.146-150.