Jump to content

ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
୨୧:୧୯, ୨୬ ଅକ୍ଟୋବର ୨୦୧୧ ବେଳେ MystBot (ଆଲୋଚନା | ଅବଦାନ) (r2.7.1) (Robot: Adding eml:Vichipedìa) ଙ୍କ ଦେଇ ହୋଇଥିବା ସଂସ୍କରଣ
ଉଇକିପିଡ଼ିଆ
White sphere made of large jigsaw pieces. Letters from many alphabets are shown on the pieces.
ଉଇକିପିଡ଼ିଆ ଵାଟରମାର୍କ
ଉଇକିପିଡ଼ିଆର ଲୋଗୋ, ନାନାଦି ଲେଖା ପ୍ରଣାଳୀରୁ ଗ୍ଲିଫସବୁ ଏକ ଗ୍ଲୋବ ଭିତରେ ରଖାଯାଇଛି
Screenshot
ଉଇକିପିଡ଼ିଆର ବହୁଭାଷୀ ପୋର୍ଟାଲର ସ୍କ୍ରିନଛବି ।
ୟୁ.ଆର.ଏଲwikipedia.org
ସ୍ଳୋଗାନଏକ ଖୋଲା ଜ୍ଞାନକୋଷ ଯାହାକୁ କେହିଜଣେ ବି ବଦଳାଇ ପାରିବେ ।
The free encyclopedia that anyone can edit.
ବ୍ୟବସାୟିକନାଁ
ସାଇଟର ପ୍ରକାରଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ
ରେଜେଷ୍ଟ୍ରିକରଣଇଚ୍ଛାଧୀନ
ମିଳୁଥିବା ଭାଷା୨୬୯ ସଚଳ ସଂକଳନ (୨୮୧ ସମୁଦାୟ)
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
3.0
(most text also dual-licensed under GFDL)
Media licensing varies
ମାଲିକଉଇକିପିଡ଼ିଆ ଫାଉଣ୍ଡେସନ (ଅଣଲାଭକାରୀ)
ତିଆରି କରିଥିଲେଜିମି ଉଏଲ୍ସ, ଲାରି ସାଙ୍ଗର []
ଆରମ୍ଭ କରାଯାଇଥିଲାଜାନୁଆରୀ 15, 2001 (2001-01-15) (୨୩ ବର୍ଷ ପୂର୍ବରୁ)
ଆଲେକ୍ସା କ୍ରମାଙ୍କ
ଏବେକାର ସ୍ଥିତିସଚଳ

ଉଇକିପିଡ଼ିଆ (/[invalid input: 'En-uk-Wikipedia.ogg']ˌwɪk[invalid input: 'ɨ']ˈpdi.ə/ or /[invalid input: 'en-us-Wikipedia.ogg']ˌwɪkiˈpdi.ə/ WIK-i-PEE-dee-ə) ଏକ ଖୋଲା, ବେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦେଇ ବଦଳାଯାଇ ପାରିବ ।[] ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସଲାରି ସାଙ୍ଗରଙ୍କ ଦେଇ ଆରମ୍ଭ କରାଯାଇଥିଲା []ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।,[][][]http://www.alexa.com/siteinfo/wikipedia.org?range=5y&size=large&y=t</ref> ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r[][]

ଆଧାର

  1. Jonathan Sidener. "Everyone's Encyclopedia". The San Diego Union-Tribune. Retrieved 2006-10-15.
  2. In some parts of the world, the access to Wikipedia had been blocked.
  3. Mike Miliard (2008-03-01). "Wikipediots: Who Are These Devoted, Even Obsessive Contributors to Wikipedia?". Salt Lake City Weekly. Retrieved 2008-12-18.
  4. ୪.୦ ୪.୧ "Five-year Traffic Statistics for Wikipedia.org". Alexa Internet. Retrieved 2011-05-24.
  5. Bill Tancer (2007-05-01). "Look Who's Using Wikipedia". Time. Retrieved 2007-12-01. The sheer volume of content [...] is partly responsible for the site's dominance as an online reference. When compared to the top 3,200 educational reference sites in the U.S., Wikipedia is #1, capturing 24.3% of all visits to the category {{cite news}}: Italic or bold markup not allowed in: |publisher= (help) Cf. Bill Tancer (Global Manager, Hitwise), "Wikipedia, Search and School Homework", Hitwise: An Experian Company (Blog), 2007-03-01. Retrieved 2008-12-18.
  6. Alex Woodson (2007-07-08). "Wikipedia remains go-to site for online news". Reuters. Retrieved 2007-12-16. Online encyclopedia Wikipedia has added about 20 million unique monthly visitors in the past year, making it the top online news and information destination, according to Nielsen//NetRatings.
  7. Wikipedia's Evolving Impact, by Stuart West, slideshow presentation at TED2010

ak:Wikipedia