Jump to content

ଟାଙ୍ଗୀ

ଉଇକିପିଡ଼ିଆ‌ରୁ
ଟାଙ୍ଗୀ
ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା ଜିଲ୍ଲା / କଟକ ଜିଲ୍ଲା
Time zoneIST (+୫.୩୦)
ଡାକ କୋଡ଼
୭୫୨୦୨୩ / ୭୫୪୦୨୨

ଓଡ଼ିଶାରେ ଦୁଇଟି ଟାଙ୍ଗୀ ଅଛି । ଗୋଟେ ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ ।[] ଏହା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୪୦ କି.ମି ଦୂରତାରେ ଅବସ୍ଥିତ । ଏହା ମଧ୍ୟ ଏକ ତହସିଲର ଅନ୍ତର୍ଭୁକ୍ତ । ଏହି ସହର ମଧ୍ୟ ଦେଇ ୫ ନମ୍ବର ଜାତୀୟ ରାଜପଥ ଯାଇଅଛି । ୨୦୦୧ ଜନଗଣନା ଅନୁସାରେ ଏହି ସହରର ଜନସଂଖ୍ୟା ପାଖାପାଖି ୧୫, ୦୦୦ ବୋଲି ଦର୍ଶାଯାଇଛି । ଆଉ ଏକ ଟାଙ୍ଗୀ କଟକ ଜିଲ୍ଲାରେ ଏକ ସହର। ଏହା ମଧ୍ୟ ଟାଙ୍ଗୀ-ଚୌଦ୍ୱାର ତହସିଲର ଅନ୍ତର୍ଭୁକ୍ତ ।[] ଏ ସହର ଛେନା କାକରା ପାଇଁ ପ୍ରସିଦ୍ଧ ଅଟେ ।[] ଏ ଟାଙ୍ଗୀ କଟକ ସହରରୁ ୨୦ କି.ମି ଦୂରରେ ଅବସ୍ଥିତ ।

ଟାଙ୍ଗୀ ଛେନା କାକରା
  1. "ତହସିଲଦାର, ଟାଙ୍ଗୀ". www.khordha.nic.in. nic. Archived from the original on 30 November 2020. Retrieved 4 February 2022.
  2. "ଟାଙ୍ଗୀ-ଚୌଦ୍ୱାର ବ୍ଳକ ବି . ପି. ଏଲ. ତଥ୍ୟ -୧୯୯୭". www.cuttack.nic.in. nic. Archived from the original on 12 May 2021. Retrieved 4 February 2022.
  3. "Deliciously yours". www.newindianexpress.com. New Indian Express. Archived from the original on 4 February 2022. Retrieved 4 February 2022.