Jump to content

କେଶବ ଚନ୍ଦ୍ର ମେହେର

ଉଇକିପିଡ଼ିଆ‌ରୁ
କେଶବ ଚନ୍ଦ୍ର ମେହେର
ଜନ୍ମ(1924-12-24)୨୪ ଡିସେମ୍ବର ୧୯୨୪
ମୃତ୍ୟୁ୨୦୦୮
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ
ବୃତ୍ତି(ସମୂହ)ଗବେଷକ, ନାଟ୍ୟକାର ଓ ଅନୁବାଦକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୯୬

କେଶବ ଚନ୍ଦ୍ର ମେହେର (୨୪ ଡିସେମ୍ବର ୧୯୨୪–୨୦୦୮) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗବେଷକ, ଅନୁବାଦକ ଓ ବୁଣାକାର ଥିଲେ । ସେ ନିଜ ଅନୁବାଦ କୃତି କନ୍ନଡ଼ ଲଘୁକଥା ପାଇଁ ୧୯୯୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ପ୍ରଭା ଖୈତାନ, କନ୍ନଡ଼ ଲଘୁକଥା[]
  • ପ୍ରଭା ଖୈତାନ, ଅହଲ୍ୟା
  • ଦି ଓରିସାନ୍ ଆର୍ଟ ଅଫ୍ ଉଇଭିଂ ୧୯୯୫

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୨୨, ୮୮୧. ISBN 81-7400-331-2.
  2. ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 April 2024. Retrieved 6 November 2024.