ପୁଅ
ଦେଖଣା
ପୁଅ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଯଥା—ଚଷା ଘର ପୁଅ, ପଠାଣ ପୁଅ, ପଠାଣ, ପର ପୁଅ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁତ୍ର, ପ୍ରା. ପୁଅ; କିମ୍ୱା ସଂସ୍କୃତ - ପୋତ=ଶିଶୁ)
[ସମ୍ପାଦନା]- ୧. ପୁତ୍ର — ୧. Son.
- ୨. ବାଳକ —୨. Boy.
ବୋମ ଅସୁର ମାୟା କଲା ଗୋପାଳପୁଅକୁ ହରିଲା ଜଗନ୍ନାଥ—ଭାଗବତ
- ୩. ପିଲା; ଶିଶୁ —୩. Infant.
- ୪. ସନ୍ତାନ —୪. Male child.
- ୫. ବଂଶଧର; ଜାତୀୟ ବା ବଂଶୀୟ ବ୍ୟକ୍ତି — ୫. Man born of a family oor belonging to a caste.
- ୬. ପଶା କାଠିର ୧ ସଂଖ୍ୟକ ଦାନ — ୬. A turn of a die resulting in one.
- ୭. କଦଳୀ ଗଛର ମୂଳରୁ ଉତ୍ପନ୍ନ ପୁଆ —୭. The shoot or cone of plantain plants.
କଦଳୀର ପୁଅ ବାଉଁଶର ଜାତି—କୃଷିବଚନ
- ୮. (ବ୍ୟଙ୍ଗାର୍ଥ) ମନୁଷ୍ୟ —୮. Man.
ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି ପୁଅଙ୍କର ପିକା ଖିଆ ଛାଡ଼ ଯାଉ ନାହିଁ—ଢ଼ଗ
- ୯. (ସଂସ୍କୃତ - ପୁତ୍ତଳିକା) ପିଲାଙ୍କ ଖେଳିବା କଣ୍ଡେଇ — ୯. An infant's doll.
- ୧. ଆଖିର ପିତୁଳା — ୯. The pupil of the eye.