ଆମିଫୋଷ୍ଟାଇନ
ଦେଖଣା
Clinical data | |
---|---|
Synonyms | Ethiofos |
AHFS/Drugs.com | monograph |
Pregnancy category |
|
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | complete |
Elimination half-life | 8 minutes |
Identifiers | |
| |
ECHA InfoCard | 100.161.827 |
Chemical and physical data | |
Formula | C5H15N2O3PS |
Molar mass | ୨୧୪.୨୨ g·mol−1 |
3D model (JSmol) | |
| |
| |
(verify) |
ଆମିଫୋଷ୍ଟାଇନ, ବିକ୍ରି ହୋଇଥିବା ନାମ ଇଥିଓଲ୍, ହେଉଛି କେମୋଥେରାପି ଏବଂ ରେଡିଓଥେରାପି ସହିତ ଜଡିତ ବିଷକ୍ରିୟାକୁ ରୋକିବା ପାଇଁ ବ୍ୟବହୃତ ଏକ ଔଷଧ । [୧] ବିଶେଷ ଭାବରେ ମୁଣ୍ଡ ଓ ବେକର ବିକିରଣଦ୍ୱାରା ପାରୋଟିଡ୍ ଗ୍ରନ୍ଥିରୁ ଜାତ ସିସପ୍ଲାଟିନ୍ ଏବଂ ବୃକ୍କ ଜାତ କ୍ଷତିକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଏବଂ ଅଇ ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ରାସ, ଆଲର୍ଜି ପ୍ରତିକ୍ରିୟା ଏବଂ କମ୍ କ୍ୟାଲସିୟମ୍ ହୋଇପାରେ । [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୧] ଏହା ଏକ ସାଇଟୋପ୍ରୋଟେକ୍ଟିଭ୍ ଏଜେଣ୍ଟ । [୨]
୧୯୯୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୧] ଯୁକ୍ତରାଷ୍ଟ୍ରରେ ୨୦୨୨ରେ ଏକ ୫୦୦ ମିଗ୍ରା ଭାଏଲର ମୂଲ୍ୟ ୪୮୦ ଡଲାର ଅଛି । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "DailyMed - ETHYOL- amifostine injection, powder, lyophilized, for solution". dailymed.nlm.nih.gov. Archived from the original on 25 March 2021. Retrieved 14 January 2022.
- ↑ "Amifostine Monograph for Professionals". Drugs.com (in ଇଂରାଜୀ). Archived from the original on 7 April 2021. Retrieved 14 January 2022.
- ↑ "Amifostine Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 14 January 2022.