ନାଗଦଶକ
ଦେଖଣା
ନାଗଦଶକ | |
---|---|
ଶାସନକାଳ | c. 437 – c. 413 BCE (24 years) |
ପୂର୍ବାଧିକାରୀ | Munda |
ଉତ୍ତରାଧିକାରୀ | Shishunaga (who founded Shishunaga dynasty) |
ବାପା | Munda |
ନାଗଦଶକ , ଖ୍ରୀଷ୍ଟପୂର୍ବ 437 ମସିହାରୁ ଖ୍ରୀଷ୍ଟପୂର୍ବ 413 ମସିହା ଯାଏ ମଗଧ ରାଜ୍ୟର ରାଜା ଥିଲେ । ସେ ମୁଣ୍ଡା ରାଜାଙ୍କ ପୁତ୍ର ଥିଲେ ସେ ତାଙ୍କ ନିଜ ପିତାଙ୍କୁ ହତ୍ୟା କରି 24 ବର୍ଷ କାଳ ଶାସନ କରିଥିଲେ । ରାଜ୍ୟର ଲୋକମାନେ ତାଙ୍କୁ ଗାଡୀ ଚ୍ୟୁତ କରି ଶ୍ରୀଶ୍ରୁଙ୍ଗଙ୍କୁ ତାଙ୍କ ସ୍ଥାନରେ ଗାଦି ପ୍ରଦାନ କରିଥିଲେ । [୧]